୨୦୧୭ ମସିହା ଉତ୍କଳ ଦିବସ ଉପଲକ୍ଷେ ଗଂଜାମର କବିତାଘର ତରଫରୁ ପ୍ରକାଶିତ କ୍ଷୁଦ୍ର ଗଳ୍ପ ସଂକଳନ 'ଗଳ୍ପ ଓ ଗାଳ୍ପିକ'ର PDF ସଂସ୍କରଣ ଏଠାରେ ଉପଲବ୍ଧ ଅଛି | ପାଠକେ ବିନା ମୁଲ୍ୟରେ ଏହି ପୁସ୍ତକର PDF ଫାଇଲ୍ ଡାଉନ୍ଲୋଡ୍ କରି ପଢିପାରିବେ |

ମୋଟ ୨୪ଟି କ୍ଷୁଦ୍ର ଗଳ୍ପର ଏହି ସଂସ୍କରଣଟିକୁ ସମ୍ପାଦନା କରିଛନ୍ତି ଶ୍ରୀ ନରେଶ କୁମାର ବେହେରା | “ସ ରୁ ସାହିତ୍ୟ, ସ ରୁ ସମ୍ପର୍କ ... ସାହିତ୍ୟରୁ ବଢୁ ସମ୍ପର୍କ, ସମ୍ପର୍କରୁ ବଢୁ ସାହିତ୍ୟ” ଗଞ୍ଜାମର କବିତାଘରର ଏହି ଉଦ୍ଦେଶ୍ୟ, ଏହି ଆଭିମୁଖ୍ୟରୁ ସୃଷ୍ଟି 'ଗଳ୍ପ ଓ ଗାଳ୍ପିକ' ଶ୍ରୀ ନରେଶ କୁମାର ବେହେରାଙ୍କ ପ୍ରଥମ ସମ୍ପାଦିତ ଗଳ୍ପ ସଂକଳନ | DownloadGalpa O Galpika PDF

 ଗଳ୍ପ ଓ ଗାଳ୍ପିକ
ଗଳ୍ପ ଓ ଗାଳ୍ପିକ (Galpa O Galpika) - (୨୦୧୭ ଉତ୍କଳ ଦିବସ ଉପଲକ୍ଷେ କ୍ଷୁଦ୍ର ଗଳ୍ପ ସଂସ୍କରଣ)

ପ୍ରକାଶକ: ଗଞ୍ଜାମର କବିତାଘର, ଆଙ୍କୁଲି, ବ୍ରହ୍ମପୁର, ଗଞ୍ଜାମ

ସମ୍ପାଦକ: ନରେଶ କୁମାର ବେହେରା (ଗଞ୍ଜାମର କବିତାଘର), ମାର୍ଫତ୍: ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ୍ ରୋଡ୍ବ୍ର, ହ୍ମପୁର, ଗଞ୍ଜାମ – ୭୬୦୦୦୪ ମୋବାଇଲ: ୭୮୦୯୮୭୨୪୮୩ ଇମେଲ: naresh.yltp@gmail.com

ପ୍ରକାଶ କାଳ: ଅପ୍ରେଲ, ୨୦୧୭

ଡ଼ି.ଟି.ପି. ଓ ମୁଦ୍ରଣ: ବସୁଧା କମ୍ପୁଟର, ଗୋଇଲୁଣ୍ଡି, ବ୍ରହ୍ମପୁର, ୭୬୦୦୦୪, basudhacomputer@gmail.com

ମୂଲ୍ୟ: ଟ ୫୦.୦୦ ପ