ବିଞ୍ଚି ପାରିଲାନି ପୀରତି ର ନିଶା,
ତୁମ ଦୁଇ ପଦ କଥା ଏତେ ମିଠା ଲାଗିଲା,
ସର୍ବ ଅଙ୍ଗେ ମୋର ଖେଳିଲା ଝାଲ୍ସା,
କେମିତି କା ସେ ପ୍ରେମର ଅବିର,
ଫିକା ଫିକା ବାକି ସବୁ ରଙ୍ଗ,
କବିତା ଲେଖେ ମୁଁ ସାଜି ପ୍ରେମୀ ପ୍ରବୀର,
ମତୁଆଲା ହୋଇ ପ୍ରେମ ର ଭାଙ୍ଗ
ପ୍ରୀତି ର ରୁଧିର ହୋଇବ କେବେ ସାକ୍ଷୀ,
ମିଳନ ହେବ ହେବ ଦୁଇ ପ୍ରାଣ
ଦୈହିକ ମିଳନେ ହୃଦୟ ପକ୍ଷୀ,
ଆତ୍ମା ର କୋଠରୀରେ ପଡିଛି ଜୀବନ ।।
ମହାଗାଲୁଆ ସନୁ, ଗୁଣପୁର, ରାୟଗଡା
