ସ୍ମୃତିକୁ ସାଉଁଟି ଦିନେ.......!
ପାଉ ନାହିଁ ସେହି ସାଇତା କାଗଜ
ଦେଖୁନି ଆଉ ସପନେ.......!
ଆଶା ଅସୁମାରୀ ଯାଇଛି ସେ ମରି
ପ୍ରୀତି ପାରାବାର ସୁପ୍ତ......!
ସିଞ୍ଚିବକି ତମେ ପୀରତିର ବାରି
ଜୀବନ ମୋ ଅଭିଶପ୍ତ.....!
ବୁଝୁନାହିଁ ମନ ସେ ପୁରୁଣା ଦିନ
ଆଜିବି ପଡୁଛି ମନେ.....!
ଅଭିଶପ୍ତ ସାଜି ପ୍ରେମର ସଉଦା
କରୁଛି ନିତି ଗୋପନେ.....!
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
