କଣ କଲା ସେ - ସତ୍ୟ ରଞ୍ଜନ ଦାସ

0
ରାଗ ତମ ତମ ତୁମ ଚାହାଣୀ
ଭାରି ଭଲ ଲାଗେ ମତେ କେଜାଣି
ଆଖିରେ ଆଖି ମିଶେଇ କହୁଚ
ମୁଁ ତମକୁ ଭଲ ପାଏନି !!

କେଡେ ସୁନ୍ଦର ତୁମ ହିଲ,
ଲାଗୁଛି ଦେଇନ ବିଲ
ଦୋକାନୀ ଭାଇକୁ ପ୍ରେମିକ ସଜେଇ
କରୁଛ ତା କାରବାର ନାଲି !!!


ଗ୍ରୀଷ୍ମର ତାତି ଖରା
ଓଠ ତୁମ ମଧୁ ଝରା
ସିନ୍ଦୁର ନାଇଛ ମଠେଇ ଚାଲୁଛ
ହାତରେ ଧରି ଗରା !!

ଧନ୍ୟ ହେ ଇଶ୍ୱର
ଏ ସୃଷ୍ଟି ତୁମର
ଆଶ୍ଚର୍ଯ୍ୟରେ ମନ ଚଙ୍ଗ ଚଙ୍ଗ
ଶେଷରେ କଲ ସର୍ବନାଶ ମୋର






କବି ସତ୍ୟରଞ୍ଜନ ଦାସ, ଦେଓକରଣ ବିଦ୍ୟାପୀଠ, ଲାଠିକଟା, ସୁନ୍ଦରଗଡ
ମୋବାଇଲ: ୯୦୯୦୭୪୦୫୦୧

Post a Comment

0Comments
Post a Comment (0)