ମହାଗାଲୁଆ ସନୁ
ଗୁଣୁପୁର, ରାୟଗଡ଼ା
ମନେ ପଡେ କଥା ସେ ଦିନର,
କଥା ହେଇଥିଲା ତୁମର ମୋର
ଆରମ୍ଭ କରିଥିଲେ ନୁଆଁ ସମ୍ପର୍କ ଆମର ।।
ଋତୁ ଆସି ଋତୁ ଚାଲି ଗଲେଣି,
ହେଲେ ରହି ଯାଇଛି ଯାହା,
ଖାଲି ତୁମ ସହ ସ୍ମୃତି ହାତ ଗଣି ।।
କିଛି ଦିନର ସେ ତୁମେ ସଖୀ,
ମନରେ ଭାବନା ଯୋଖି,
ଚାଲି ଗଲ ବହୁ ଦୂର ପାରୁନି ଦେଖି ।।
କିବା ଦୋଷ ଥିଲା କି ଅଭିମାନ,
କହି ଦେଇଥାନ୍ତ ଥରେ ମୁହଁ ଖୋଲି,
ଏବେ ବି ମନ କରେ ପ୍ରେମ ନିବେଦନ ।।
ତୁମେ - ମହାଗାଲୁଆ ସନୁ
January 30, 2018
0
