ସତ୍ୟନାରାୟଣ ସାହୁହଳଦୀପଦା, କଲ୍ୟାଣପୁର, ଖୋରଧା
ଦୂରଭାଷ : ୯୯୩୭୮୬୭୬୦୧
ମୋ ପାଇଁକି ତୁମେ ଜହ୍ନ ଭିତରେ
ଜୋଛନାବି ସାଜିଥିଲ
ତୁମରି ଫୁଲର ବାସ୍ନାରୁ ମୋତେ
ଆଞ୍ଜୁଳାଏ ବାଣ୍ଟିଗଲ ॥
କଥା ଦେଇଥିଲ ଭଲପାଏ ମୋତେ
ପ୍ରତାରଣା ଦେବନାହିଁ
ଯେବେ ଭୁଲିଗଲ କାହାକୁ କହିବି
ସବୁତ ତୁମରି ପାଇଁ ॥
[Use latest version of web browsers for better optimization & browsing experience of this website.]