ମୁଁ ଆଉ ତୁ

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡ଼ା, ଗଞ୍ଜାମ

ଗୋଧୂଳି ବେଳର ସୂର୍ଯ୍ୟାସ୍ତ ପରେ'ମୁଁ
ନିରୋଳା ନିଦର ସ୍ୱପ୍ନ....
ଶରତ ଶିଶିରେ ଜହ୍ନ ଆଲୁଅରେ
ତୁମେ ଏକ ସ୍ମୃତିଚିହ୍ନ.....
ନିକାଞ୍ଚ ରାଜ୍ୟର ମନ ଇଲାକାରେ
ବାଦଶାହ ଟିଏ ମୁଁ .....
ଚାନ୍ଦିନୀ ରାତିରେ ମୋ ଭାଗ୍ୟାକାଶେ
ଅଳିକ ଅତୀତ ତୁ .....

Post a Comment

0Comments
Post a Comment (0)