ବାଟ ବ୍ୟବସାୟୀ

0
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ନା’ମୁଁ ଜାଣିଛି
ନା’ମୁଁ ଦେଖିଛି
ନିଜର’ମୋ ଅଛି କେହି..
ନା’ କେ ଅଛି ସାହା
ନା’ଅଛି କା ରାହା
ଠିକଣା’ତ ମୋର ଏଇ..
ସମୟଟା ଯେଣୁ
ଅଫେରା ନଈ
ଫେରିବାର ବାଟ ନାଇଁ..
ଦୁଃଖ ସୁଖ ନେଇ
ବସି ବାଟ ଧାରେ
ସାଜିଅଛି ବ୍ୟବସାୟୀ..

Post a Comment

0Comments
Post a Comment (0)