ଜୀବନ ସାଥିରେ ଖେଳ

0

ବାରମାସ ଘଟେ ଟ୍ରେନ ଆକ୍ସିଡେଣ୍ଟ
ଜୀବନ ସାଥିରେ ଖେଳ
ସୁରକ୍ଷା ଆରାମ ସ୍ଵଚ୍ଛତା ବଢିଆ
ଡିଣ୍ଡିମ ପିଟୁଛି ରେଳ
କୋଟି କୋଟି ଖାଇ ଖୋଳ
କ୍ଷତି ପୂରଣ'ଟା ପରିବାର ନେଇ
ଶିରାଧ ବାର୍ଷିକୀ ପାଳ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

Post a Comment

0Comments
Post a Comment (0)