ବାଉଁଶରାଣୀ ଖେଳ - ଏହା ଏକ ଦୁଃସାହାସିକ କ୍ରିଡା କୌଶଳ, ଏହାକୁ ବାଉଁଶରାଣୀ ନୃତ୍ୟ ବୋଲି ମଧ୍ୟ କୁହାଯାଏ । ପ୍ରାଚୀନ ଓଡିଶାର କିଛି ଅଞ୍ଚଳରେ ଏହି ନୃତ୍ୟ ପ୍ରଚଳିତ ଥିଲା । ଅଦ୍ୟାବଧି କାଁ ଭାଁ ଦେଖିବାକୁ ମିଳେ, କିଛି ସ୍ଵତନ୍ତ୍ର ସଂପ୍ରଦାଯର ଲୋକ ଏହି କଳା ନିପୁଣତାକୁ ନିଜର ଜୀବିକା ନିମନ୍ତେ ପ୍ରଦର୍ଶନ କରିଥାନ୍ତି । ଏହି ଦୃଶ୍ୟଟିରେ ଗୋଟିଏ ଛୋଟ ଶିଶୁର ଏହି କଳା ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ଦୁଃସାହାସିକ କଳା ପ୍ରଦର୍ଶନରେ ଜଣେ ଶିଶୁକୁ ବ୍ୟବହାର କରାଯାଇଥିବାରୁ ଏହା ଆଇନତଃ ଅପରାଧ ବୋଲି ଆଇନଜ୍ଞ ମାନେ ମତ ଦିଅନ୍ତି । ଶିଶୁ ସୁରକ୍ଷା ଆଇନର ଉଲଂଘନ ହେଉଥିବାରୁ, ଏହି ଦୃଶ୍ୟରେ ଶିଶୁଟିର ମୁଖମଣ୍ଡଳକୁ ଲୁକକାୟିତ ରଖାଯାଇଛି । ଏହି ବିପଦପୂର୍ଣ୍ଣ କ୍ରିଡା ପ୍ରଦର୍ଶନରେ ଶିଶୁ ମାନଙ୍କୁ ନିୟୋଜିତ କରାନଯାଉ, ଏଥିପ୍ରତି ଜନ ସାଧାରଣ ଓ ସରକାର ସଚେତନ ହେବା ଜରୁରୀ ।
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.