ନ ଦିନ ଯାତରା ମଜାରେ ବିତେଇ
ଘର ନେଉଟୁଚି କାଳିଆ
ନକ୍ଷ୍ମୀ ସାଆନ୍ତାଣୀ କ୍ରୋଧେ ଜରଜର
ହାତେ ରଥକାଠ ଫାଳିଆ
କାଳିଆର ବହୁ ଅଳିଆ
ଗୁହାରୀ କରୁଛି କ୍ଷମାକର ବାରେ
ଧରି ରସଗୋଲା ଥାଳିଆ
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ନ ଦିନ ଯାତରା ମଜାରେ ବିତେଇ
ଘର ନେଉଟୁଚି କାଳିଆ
ନକ୍ଷ୍ମୀ ସାଆନ୍ତାଣୀ କ୍ରୋଧେ ଜରଜର
ହାତେ ରଥକାଠ ଫାଳିଆ
କାଳିଆର ବହୁ ଅଳିଆ
ଗୁହାରୀ କରୁଛି କ୍ଷମାକର ବାରେ
ଧରି ରସଗୋଲା ଥାଳିଆ
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
[Use latest version of web browsers for better optimization & browsing experience of this website.]