ନିଆଳିରେ କିଏ ମେଣ୍ଢା ମାରୁଅଛି
ଏ ଯାଏଁ ପଡିନି ଜଣା
ମେଣ୍ଢା ମରା ହିଟ ଆଲବମ ଗୀତ
କାଲା କଲା କାନ ଠଣା
ବଣୁଆ ବିଭାଗ କଣା
ହେଟା ନା ସେଇଟା ରାମଶିଆଳ ଟା
ସରୁନେଇଁ ଗବେଷଣା


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା