ତିରିଡା, ବେଗୁନିଆପଡା, ଗଞ୍ଜାମ
ତୁମ ଓଠ ଛୁଆଁ ଛାତି ଛୁଇଁ ତମେ
ଇନ୍ଦ୍ରଧନୁ ସମ କହିଦେଲେ ଥରେ
ମୋ ପ୍ରେମ ସାତ ସପନ... ଆମ ପ୍ରେମ ମିଛବୋଲି ...
ପ୍ରୀତି ସାଗରରେ ରାତି ସପନରେ
ମିଶିଛି ଜହର ବସନ୍ତିନି ଆଉ
ଅନୁତପ୍ତେ ଭରା ମନ... ପୀରତି ପସରା ମେଲି...
ଇନ୍ଦ୍ରଧନୁ ସମ କହିଦେଲେ ଥରେ
ମୋ ପ୍ରେମ ସାତ ସପନ... ଆମ ପ୍ରେମ ମିଛବୋଲି ...
ପ୍ରୀତି ସାଗରରେ ରାତି ସପନରେ
ମିଶିଛି ଜହର ବସନ୍ତିନି ଆଉ
ଅନୁତପ୍ତେ ଭରା ମନ... ପୀରତି ପସରା ମେଲି...
[Use latest version of web browsers for better optimization & browsing experience of this website.]