ଟମାଟୋ

0

ସତୁରୀ ପଇସା ଟମାଟୋ କିଲୋ କୁ
ବିକୁଥେଲା ଏଠିଁ ଚାଷୀ
ସତୁରୀ ଟଙ୍କାରେ ଏବେ ହୁଏ ବିକା
ବେଙ୍ଗାଲୁରୁ ଠଉଁ ଆସି
ପକେଟରେ ନାଇଁ କଷି
ଟମାଟୋ ଦେଖିଲେ ଶାଳୀ ଗାଲ ଭାବି
ଦଉଚି ଖାଲି ଆଉଁସି


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

Post a Comment

0Comments
Post a Comment (0)