ମାଷ୍ଟର ପିଲାର ଯଦି କାନ ମୋଡେ
ଦଫା ନାଗେ ଜୋରଦାର,
ହୋମଗାର୍ଡଙ୍କୁ ମାମୁଁ ଆଣ୍ଠେଇଲେ
କଣ ତା’ର ପ୍ରତିକାର ?
ଆର॰ଆଇ ଙ୍କ କାରବାର,
ନୋକେ ପଚାରନ୍ତି ଦଣ୍ଡଦେବା ତାଙ୍କ
ସମ୍ବିଧାନ ଅଧିକାର ?
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ମାଷ୍ଟର ପିଲାର ଯଦି କାନ ମୋଡେ
ଦଫା ନାଗେ ଜୋରଦାର,
ହୋମଗାର୍ଡଙ୍କୁ ମାମୁଁ ଆଣ୍ଠେଇଲେ
କଣ ତା’ର ପ୍ରତିକାର ?
ଆର॰ଆଇ ଙ୍କ କାରବାର,
ନୋକେ ପଚାରନ୍ତି ଦଣ୍ଡଦେବା ତାଙ୍କ
ସମ୍ବିଧାନ ଅଧିକାର ?
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
[Use latest version of web browsers for better optimization & browsing experience of this website.]