ବଢୁଛି ସସପେନ୍ସ

0

ରନ୍ଧାବଢା ଆଉ ଘରଣୀ କରୁନି
ଟିଭିକୁ ରହୁଛି ଚାହିଁ
ସସପେନ୍ସ ବଢୁଛି ମେଣ୍ଢାଖିଆ ଜନ୍ତୁ
ଧରାପଡିଲା ନା ନାଇଁ
ଚୁଲି ଫୁଙ୍କେ ବସି ମୁଇଁ
ଭାବିଚି ଆଜିଠୁଁ କଉପୂନି ପିନ୍ଧି
ମଠକୁ ଯିବି ପଳେଇ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

Post a Comment

0Comments
Post a Comment (0)