ମଦ ପଡିଗଲା ବାଦ

0

ରାତି ପାଇଗଲେ GST ନାଗିବ
ଛତି ହୁଏ ଧକଧକ
କା’ଦର ଖସିବ କା’ଦର ଉଠିବ
କିଏ ମୋଡି ଦେବ ବେକ
ମଦୁଆ କରନା ଦୁଃଖ
ତମ ଦରବଟା GST ରୁ ବାଦ
ଶୁଣୁଥେଲି ମନ୍ତ୍ରୀ ମୁଖ


ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା

Post a Comment

0Comments
Post a Comment (0)