ଦିଅଁ ଙ୍କୁ ଭକତ ଛୁଇଁସିନ୍ତି ବୋଲି
କହୁସୁନ୍ତି ସେବାୟତ,
ଜଗା ହଉସିନ୍ତି କୁଣ୍ଢାକୁଣ୍ଢି ଦିଅଁ
ବୋଲେ ଜଗୁନି ଦଇତ ।
ଦେଖି ବିପରୀତ ମତ,
ସିସିଟିଭି ଦେଖି ଛୁଇଁବା ଲୋକକୁ
ଖୁଆ ମାମୁଁଘର ଭାତ ।
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ଦିଅଁ ଙ୍କୁ ଭକତ ଛୁଇଁସିନ୍ତି ବୋଲି
କହୁସୁନ୍ତି ସେବାୟତ,
ଜଗା ହଉସିନ୍ତି କୁଣ୍ଢାକୁଣ୍ଢି ଦିଅଁ
ବୋଲେ ଜଗୁନି ଦଇତ ।
ଦେଖି ବିପରୀତ ମତ,
ସିସିଟିଭି ଦେଖି ଛୁଇଁବା ଲୋକକୁ
ଖୁଆ ମାମୁଁଘର ଭାତ ।
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
[Use latest version of web browsers for better optimization & browsing experience of this website.]