ଶୀର୍ଷକ : | ଓଡ଼ିଶାର ଜୈବମଣ୍ଡଳ |
ବିଷୟ : | ଧ୍ଵଂସ ପଥେ ଦେଖ ଏ ଜୈବମଣ୍ଡଳ ଜଳେ ବୁକୁ ଥରାଇ, ଶିମିଳିପାଳରେ ଜଳେ ଅହରହ ଥମିବାର ନାଁ ନାହିଁ। ସଭିଏଁ ଦେଖନ୍ତି ରହି ଲିଭାଇବା କଳା ଯଦି ପାଶେ ନାହିଁ ଜାଳ କେଉଁ ଗୁଣ ନେଇ। କାନ୍ଦେ ଶିମିଳିପାଳ କାନ୍ଦନ୍ତି ବନାନୀ କାନ୍ଦୁଛନ୍ତି ତା ସନ୍ତାନ, ଶସ୍ୟ ସମ୍ପଦରେ ସ୍ଵଛ ମଳୟରେ ଭରା ଯା\'ର ଯୌବନ, ଉତ୍ତପ୍ତ ପୁଣି ଶ୍ରୀହୀନ ଜାଳିପୋଡି ତାକୁ ଜରା ବାର୍ଦ୍ଧକ୍ୟରେ ପାଇଲ କେଉଁ ସମ୍ମାନ। ବିଶ୍ଵ ତାପମାତ୍ରା ବଢିବଢି ଚାଲେ ଚାଳିଶି ଡିଗ୍ରୀ ଆରମ୍ଭରୁ, ଆଗକୁ କେତେ ଯେ ବଢିବ ଏ ତାତି ବଞ୍ଚିବା ଯେ ମରୁମରୁ, କେତେ ହୃଦୟହୀନ ଓ ଭୀରୁ ଗୋଟିଏ ବି ବୃକ୍ଷ ରୋପଣ ନ କରି ଶହଶହ ନଷ୍ଟକରୁ। |
ବିଭାଗ : | କବିତା |
ଲେଖକଙ୍କ ନାମ : | ପ୍ରଣତି ମହାପାତ୍ର |
ଠିକଣା : | FAKIR MOHAN NAGAR,ITI SQUARE BALASORE India |
ଫୋନ : | |
ଇମେଲ : | pranatimahapatra03@gmail.com |
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ବହି ଓ ପତ୍ରିକା
- ୱେବ ରେଡିଓ
- ଇଭେଣ୍ଟ
- ସାହିତ୍ୟ ସଂସ୍କୃତି ଖବର
- ପୂର୍ବ ସଂସ୍କରଣ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.