ଶୀର୍ଷକ : ପସ୍ତଉ ଥିବୁ ମନେ
ବିଷୟ : ପସ୍ତଉଥିବୁ ମନେ


ସକାଲୁ ଦିନେ ମଟର୍ସାଇକଲେଁ
ଆଏଲେ କମ୍ପାନିର ଲୋକ୍
ବଏଲେ ଆଗୋ ମା ମାନେ ଗୁରୁପ୍ଟେ କର
ପାଏବ ଗୁର୍ଦୁଟେ ଲୋଟ୍ ।

ଜମି ସୁନା କିଛି ନେଇଁଲାଗେ ବନ୍ଧା ଖାଲି
ମାହେଜି ମୁନ୍ଷର ଆଧାର୍
ଜୁଲ୍କି ଫଟୁ ଲାଗ୍ବା ଦୁଇଟା
ଏତ୍କି ଡକୁମେନ୍ଟ୍ ଦର୍କାର ।

ମାଇକିନା ଟୁକ୍ଲେ ଉସତ୍ ହେଲେ
ଗୁରୁପ୍ ଗୁଟେ କଲେ
ଆଧାର୍ କାର୍ଡ ଜୁଲ୍କି ଫଟୁ
ସବୁ ଯୁଗାଡ଼୍ କଲେ ।

ଝନେ ଝନେ କେ ପଚିଶ ହଜାର୍
ଋଣ ହେଇଗଲା ସେକ୍ସନ୍
ଵେଙ୍କ ଏକାଉଣ୍ଟନୁ ଉଠାଲେ
ସଭେ ହେଇ ଗହକି ମନ୍ ।

ମାସ୍ ପୁର୍ଲା କିସ୍ତି ଦେବାର୍ ସମିଆଁ
ଆସି ପୁହୁଁଚିଲା
କୁନ୍ଥା କୁହୁଁରା ଭାଜୁର୍ କୁଟୁର୍ ଘରେ ଘରେ
ସବୁ ମାଇପିଲା ।

ଦୁଇ ତିନ୍ ମାସ୍ ଦେଲା ଉତ୍ତାରୁ
ଅଭାବ୍ ଗୁଡ଼େଇ ଆଏଲା
କଲକଳିର ମା ଟଙ୍କା ଖୁଜି ନୁରି
କେନ୍ ଠାନୁ ନେଇଁ ପାଏଲା ।

ଗୁରୁପ୍ ପାର୍ଟି ଘେରେଇ ଦେଲେ
ତାର୍ ଘରର୍ ବାଟ୍ ମୁହେଁ
କମ୍ପାନୀ ଵାଲା କହୁଛେ ଟଙ୍କା ନେଇଁ
ଦେଲେ ନେଇଁ ଯାଏଁ ।

କଲକଳିର ମାର ଉପେ ସରଲା
ରାସନ୍ କାର୍ଡ଼କେ ହେତାଲା
ମାହାଜନ୍ ବୁତ଼ାନେ ଗହନା ଦେଇ
କିସ୍ତି ଟଂକା ତାର୍ ଶୁଝ୍ଲା ।

କାର୍ଡ଼ ନୁହେଁ ତାକର୍ ଭାତ୍ ହାଏଁଡ଼ ହେଟା
ମିଲୁଥିଲା ହେତି ଚଉଲ୍
ଅତ଼ିଆ ଟିକାକ ଚଲିଯଉଥିଲା
ମାର୍ଗୁଲି ତେଲ୍ ନୁନ୍ ।

ବେଲେ ଖାଇ ବେଲେ ଭୁକେଁ ରହି
କଲ୍କଲି ହେଲା କମ୍ ଯୋର୍
ମରନ୍ ମୁଛନ୍ ପଡ଼୍ଲା ବେମାର୍
ବୁଡ଼ିଗଲା ତାର୍ ସୋର୍ ।

ଘରେ ନେଇଁନ ଫଟା କଉଡ଼ି
କର୍ବାକେ ତାର ଚିକିତ୍ସା
ଅଦିନେ କଲ୍କଲି ଆଏଁଖ୍ ମୁଜିଦେଲା
ବୁଡ଼ିଗଲା ଆଶା ଭରସା ।

ଆନି ନେଇ ଯଦି ଥୁଇ ଯାନ୍ବୁ
କମ୍ପାନୀ ଉଧାର୍ ବନେ
ନି ହେଲେ ବାବୁ ବୁଡ଼ବା ଭେଲା
ପସ୍ତଉଥିବୁ ମନେ ।
ଶ୍ଯାମସୁନ୍ଦର କୁମ୍ଭାର,
ସନ୍ଧିବାହାଲ,ଗାଇସିଲେଟପସ୍ତଉଥିବୁ ମନେ


ସକାଲୁ ଦିନେ ମଟର୍ସାଇକଲେଁ
ଆଏଲେ କମ୍ପାନିର ଲୋକ୍
ବଏଲେ ଆଗୋ ମା ମାନେ ଗୁରୁପ୍ଟେ କର
ପାଏବ ଗୁର୍ଦୁଟେ ଲୋଟ୍ ।

ଜମି ସୁନା କିଛି ନେଇଁଲାଗେ ବନ୍ଧା ଖାଲି
ମାହେଜି ମୁନ୍ଷର ଆଧାର୍
ଜୁଲ୍କି ଫଟୁ ଲାଗ୍ବା ଦୁଇଟା
ଏତ୍କି ଡକୁମେନ୍ଟ୍ ଦର୍କାର ।

ମାଇକିନା ଟୁକ୍ଲେ ଉସତ୍ ହେଲେ
ଗୁରୁପ୍ ଗୁଟେ କଲେ
ଆଧାର୍ କାର୍ଡ ଜୁଲ୍କି ଫଟୁ
ସବୁ ଯୁଗାଡ଼୍ କଲେ ।

ଝନେ ଝନେ କେ ପଚିଶ ହଜାର୍
ଋଣ ହେଇଗଲା ସେକ୍ସନ୍
ଵେଙ୍କ ଏକାଉଣ୍ଟନୁ ଉଠାଲେ
ସଭେ ହେଇ ଗହକି ମନ୍ ।

ମାସ୍ ପୁର୍ଲା କିସ୍ତି ଦେବାର୍ ସମିଆଁ
ଆସି ପୁହୁଁଚିଲା
କୁନ୍ଥା କୁହୁଁରା ଭାଜୁର୍ କୁଟୁର୍ ଘରେ ଘରେ
ସବୁ ମାଇପିଲା ।

ଦୁଇ ତିନ୍ ମାସ୍ ଦେଲା ଉତ୍ତାରୁ
ଅଭାବ୍ ଗୁଡ଼େଇ ଆଏଲା
କଲକଳିର ମା ଟଙ୍କା ଖୁଜି ନୁରି
କେନ୍ ଠାନୁ ନେଇଁ ପାଏଲା ।

ଗୁରୁପ୍ ପାର୍ଟି ଘେରେଇ ଦେଲେ
ତାର୍ ଘରର୍ ବାଟ୍ ମୁହେଁ
କମ୍ପାନୀ ଵାଲା କହୁଛେ ଟଙ୍କା ନେଇଁ
ଦେଲେ ନେଇଁ ଯାଏଁ ।

କଲକଳିର ମାର ଉପେ ସରଲା
ରାସନ୍ କାର୍ଡ଼କେ ହେତାଲା
ମାହାଜନ୍ ବୁତ଼ାନେ ଗହନା ଦେଇ
କିସ୍ତି ଟଂକା ତାର୍ ଶୁଝ୍ଲା ।

କାର୍ଡ଼ ନୁହେଁ ତାକର୍ ଭାତ୍ ହାଏଁଡ଼ ହେଟା
ମିଲୁଥିଲା ହେତି ଚଉଲ୍
ଅତ଼ିଆ ଟିକାକ ଚଲିଯଉଥିଲା
ମାର୍ଗୁଲି ତେଲ୍ ନୁନ୍ ।

ବେଲେ ଖାଇ ବେଲେ ଭୁକେଁ ରହି
କଲ୍କଲି ହେଲା କମ୍ ଯୋର୍
ମରନ୍ ମୁଛନ୍ ପଡ଼୍ଲା ବେମାର୍
ବୁଡ଼ିଗଲା ତାର୍ ସୋର୍ ।

ଘରେ ନେଇଁନ ଫଟା କଉଡ଼ି
କର୍ବାକେ ତାର ଚିକିତ୍ସା
ଅଦିନେ କଲ୍କଲି ଆଏଁଖ୍ ମୁଜିଦେଲା
ବୁଡ଼ିଗଲା ଆଶା ଭରସା ।

ଆନି ନେଇ ଯଦି ଥୁଇ ଯାନ୍ବୁ
କମ୍ପାନୀ ଉଧାର୍ ବନେ
ନି ହେଲେ ବାବୁ ବୁଡ଼ବା ଭେଲା
ପସ୍ତଉଥିବୁ ମନେ ।
ଶ୍ଯାମସୁନ୍ଦର କୁମ୍ଭାର,
ସନ୍ଧିବାହାଲ,ଗାଇସିଲେଟ
ବରଗଡ଼,ଓଡ଼ିଶା

ବରଗଡ଼,ଓଡ଼ିଶା
ବିଭାଗ : କବିତା
ଲେଖକ : ଶ୍ଯାମସୁନ୍ଦର କୁମ୍ଭୀର
ଠିକଣା : ଗ୍ରା.ସନ୍ଧିବାହାଲ,ପୋ.ଜାମୁଟବାହାଲ,ଥା.ଗାଇସିଲେଟ ଜି. ବରଗଡ଼ ଓଡ଼ିଶା India
ଫୋନ : 993-890-2536
ଇମେଲ : shyamsundarkumbhar49@gmail.com