ଶୀର୍ଷକ : | ପସ୍ତଉ ଥିବୁ ମନେ |
ବିଷୟ : | ପସ୍ତଉଥିବୁ ମନେ ସକାଲୁ ଦିନେ ମଟର୍ସାଇକଲେଁ ଆଏଲେ କମ୍ପାନିର ଲୋକ୍ ବଏଲେ ଆଗୋ ମା ମାନେ ଗୁରୁପ୍ଟେ କର ପାଏବ ଗୁର୍ଦୁଟେ ଲୋଟ୍ । ଜମି ସୁନା କିଛି ନେଇଁଲାଗେ ବନ୍ଧା ଖାଲି ମାହେଜି ମୁନ୍ଷର ଆଧାର୍ ଜୁଲ୍କି ଫଟୁ ଲାଗ୍ବା ଦୁଇଟା ଏତ୍କି ଡକୁମେନ୍ଟ୍ ଦର୍କାର । ମାଇକିନା ଟୁକ୍ଲେ ଉସତ୍ ହେଲେ ଗୁରୁପ୍ ଗୁଟେ କଲେ ଆଧାର୍ କାର୍ଡ ଜୁଲ୍କି ଫଟୁ ସବୁ ଯୁଗାଡ଼୍ କଲେ । ଝନେ ଝନେ କେ ପଚିଶ ହଜାର୍ ଋଣ ହେଇଗଲା ସେକ୍ସନ୍ ଵେଙ୍କ ଏକାଉଣ୍ଟନୁ ଉଠାଲେ ସଭେ ହେଇ ଗହକି ମନ୍ । ମାସ୍ ପୁର୍ଲା କିସ୍ତି ଦେବାର୍ ସମିଆଁ ଆସି ପୁହୁଁଚିଲା କୁନ୍ଥା କୁହୁଁରା ଭାଜୁର୍ କୁଟୁର୍ ଘରେ ଘରେ ସବୁ ମାଇପିଲା । ଦୁଇ ତିନ୍ ମାସ୍ ଦେଲା ଉତ୍ତାରୁ ଅଭାବ୍ ଗୁଡ଼େଇ ଆଏଲା କଲକଳିର ମା ଟଙ୍କା ଖୁଜି ନୁରି କେନ୍ ଠାନୁ ନେଇଁ ପାଏଲା । ଗୁରୁପ୍ ପାର୍ଟି ଘେରେଇ ଦେଲେ ତାର୍ ଘରର୍ ବାଟ୍ ମୁହେଁ କମ୍ପାନୀ ଵାଲା କହୁଛେ ଟଙ୍କା ନେଇଁ ଦେଲେ ନେଇଁ ଯାଏଁ । କଲକଳିର ମାର ଉପେ ସରଲା ରାସନ୍ କାର୍ଡ଼କେ ହେତାଲା ମାହାଜନ୍ ବୁତ଼ାନେ ଗହନା ଦେଇ କିସ୍ତି ଟଂକା ତାର୍ ଶୁଝ୍ଲା । କାର୍ଡ଼ ନୁହେଁ ତାକର୍ ଭାତ୍ ହାଏଁଡ଼ ହେଟା ମିଲୁଥିଲା ହେତି ଚଉଲ୍ ଅତ଼ିଆ ଟିକାକ ଚଲିଯଉଥିଲା ମାର୍ଗୁଲି ତେଲ୍ ନୁନ୍ । ବେଲେ ଖାଇ ବେଲେ ଭୁକେଁ ରହି କଲ୍କଲି ହେଲା କମ୍ ଯୋର୍ ମରନ୍ ମୁଛନ୍ ପଡ଼୍ଲା ବେମାର୍ ବୁଡ଼ିଗଲା ତାର୍ ସୋର୍ । ଘରେ ନେଇଁନ ଫଟା କଉଡ଼ି କର୍ବାକେ ତାର ଚିକିତ୍ସା ଅଦିନେ କଲ୍କଲି ଆଏଁଖ୍ ମୁଜିଦେଲା ବୁଡ଼ିଗଲା ଆଶା ଭରସା । ଆନି ନେଇ ଯଦି ଥୁଇ ଯାନ୍ବୁ କମ୍ପାନୀ ଉଧାର୍ ବନେ ନି ହେଲେ ବାବୁ ବୁଡ଼ବା ଭେଲା ପସ୍ତଉଥିବୁ ମନେ । ଶ୍ଯାମସୁନ୍ଦର କୁମ୍ଭାର, ସନ୍ଧିବାହାଲ,ଗାଇସିଲେଟପସ୍ତଉଥିବୁ ମନେ ସକାଲୁ ଦିନେ ମଟର୍ସାଇକଲେଁ ଆଏଲେ କମ୍ପାନିର ଲୋକ୍ ବଏଲେ ଆଗୋ ମା ମାନେ ଗୁରୁପ୍ଟେ କର ପାଏବ ଗୁର୍ଦୁଟେ ଲୋଟ୍ । ଜମି ସୁନା କିଛି ନେଇଁଲାଗେ ବନ୍ଧା ଖାଲି ମାହେଜି ମୁନ୍ଷର ଆଧାର୍ ଜୁଲ୍କି ଫଟୁ ଲାଗ୍ବା ଦୁଇଟା ଏତ୍କି ଡକୁମେନ୍ଟ୍ ଦର୍କାର । ମାଇକିନା ଟୁକ୍ଲେ ଉସତ୍ ହେଲେ ଗୁରୁପ୍ ଗୁଟେ କଲେ ଆଧାର୍ କାର୍ଡ ଜୁଲ୍କି ଫଟୁ ସବୁ ଯୁଗାଡ଼୍ କଲେ । ଝନେ ଝନେ କେ ପଚିଶ ହଜାର୍ ଋଣ ହେଇଗଲା ସେକ୍ସନ୍ ଵେଙ୍କ ଏକାଉଣ୍ଟନୁ ଉଠାଲେ ସଭେ ହେଇ ଗହକି ମନ୍ । ମାସ୍ ପୁର୍ଲା କିସ୍ତି ଦେବାର୍ ସମିଆଁ ଆସି ପୁହୁଁଚିଲା କୁନ୍ଥା କୁହୁଁରା ଭାଜୁର୍ କୁଟୁର୍ ଘରେ ଘରେ ସବୁ ମାଇପିଲା । ଦୁଇ ତିନ୍ ମାସ୍ ଦେଲା ଉତ୍ତାରୁ ଅଭାବ୍ ଗୁଡ଼େଇ ଆଏଲା କଲକଳିର ମା ଟଙ୍କା ଖୁଜି ନୁରି କେନ୍ ଠାନୁ ନେଇଁ ପାଏଲା । ଗୁରୁପ୍ ପାର୍ଟି ଘେରେଇ ଦେଲେ ତାର୍ ଘରର୍ ବାଟ୍ ମୁହେଁ କମ୍ପାନୀ ଵାଲା କହୁଛେ ଟଙ୍କା ନେଇଁ ଦେଲେ ନେଇଁ ଯାଏଁ । କଲକଳିର ମାର ଉପେ ସରଲା ରାସନ୍ କାର୍ଡ଼କେ ହେତାଲା ମାହାଜନ୍ ବୁତ଼ାନେ ଗହନା ଦେଇ କିସ୍ତି ଟଂକା ତାର୍ ଶୁଝ୍ଲା । କାର୍ଡ଼ ନୁହେଁ ତାକର୍ ଭାତ୍ ହାଏଁଡ଼ ହେଟା ମିଲୁଥିଲା ହେତି ଚଉଲ୍ ଅତ଼ିଆ ଟିକାକ ଚଲିଯଉଥିଲା ମାର୍ଗୁଲି ତେଲ୍ ନୁନ୍ । ବେଲେ ଖାଇ ବେଲେ ଭୁକେଁ ରହି କଲ୍କଲି ହେଲା କମ୍ ଯୋର୍ ମରନ୍ ମୁଛନ୍ ପଡ଼୍ଲା ବେମାର୍ ବୁଡ଼ିଗଲା ତାର୍ ସୋର୍ । ଘରେ ନେଇଁନ ଫଟା କଉଡ଼ି କର୍ବାକେ ତାର ଚିକିତ୍ସା ଅଦିନେ କଲ୍କଲି ଆଏଁଖ୍ ମୁଜିଦେଲା ବୁଡ଼ିଗଲା ଆଶା ଭରସା । ଆନି ନେଇ ଯଦି ଥୁଇ ଯାନ୍ବୁ କମ୍ପାନୀ ଉଧାର୍ ବନେ ନି ହେଲେ ବାବୁ ବୁଡ଼ବା ଭେଲା ପସ୍ତଉଥିବୁ ମନେ । ଶ୍ଯାମସୁନ୍ଦର କୁମ୍ଭାର, ସନ୍ଧିବାହାଲ,ଗାଇସିଲେଟ ବରଗଡ଼,ଓଡ଼ିଶା ବରଗଡ଼,ଓଡ଼ିଶା |
ବିଭାଗ : | କବିତା |
ଲେଖକ : | ଶ୍ଯାମସୁନ୍ଦର କୁମ୍ଭୀର |
ଠିକଣା : | ଗ୍ରା.ସନ୍ଧିବାହାଲ,ପୋ.ଜାମୁଟବାହାଲ,ଥା.ଗାଇସିଲେଟ ଜି. ବରଗଡ଼ ଓଡ଼ିଶା India |
ଫୋନ : | 993-890-2536 |
ଇମେଲ : | shyamsundarkumbhar49@gmail.com |
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ବହି ଓ ପତ୍ରିକା
- ୱେବ ରେଡିଓ
- ଇଭେଣ୍ଟ
- ସାହିତ୍ୟ ସଂସ୍କୃତି ଖବର
- ପୂର୍ବ ସଂସ୍କରଣ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.