କବିତା - ନୂତନ ବର୍ଷର ଅଭିନନ୍ଦନ - କାଜଲ କାଦମ୍ବିନୀ ଖୁଣ୍ଟିଆ

0

ନୂଆ ବରଷର ନୂଆ ସକାଳର 
ନୂଆ ସମୟ ଆସିଛି, 
ନୂତନ ବର୍ଷର ହ୍ରୁଦୟରୁ ମୁହିଁ 
ଅଭିନନ୍ଦନ ଦେଉଛି...
ସୁଖର ପସରା ମେଲି ଯାଉ ତୁମ
ଖୁସିରେ ବିଭୋର ହୁଅ, 
ଦୁଃଖ କଷ୍ଟ କେବେ ପାଖ ନ ଛୁଇଁବ 
ମନରେ ନ ଆସୁ ଭୟ...
ସୁନେଲି କିରଣ ଚିକମିକ କରୁ
ହ୍ରୁଦୟ ଅଗଣା ଏଇ, 
ଜ୍ଯୋସ୍ନାରେ ଭିଜୁ ଏ ଜୀବନ ମାନସ 
ସପ୍ତ ରଙ୍ଗ ଯାଉ ଛୁଇଁ...
ରାଗ ଅଭିମାନ ମନୁ ଯାଅ ଭୁଲି 
ଭରି ଦିଅ ସ୍ନେହ ପ୍ରେମ, 
ଗୁରୁଜନ ସାଥୀ ପରିଜନ ଘେନ
ଶୁଭେଚ୍ଛା ସହ ପ୍ରଣାମ
ନୂତନ ବର୍ଷର ଅଭିନନ୍ଦନ

କାଜଲ କାଦମ୍ବିନୀ ଖୁଣ୍ଟିଆ
କରମକୂଳ, କେନ୍ଦ୍ରାପଡ଼ା, ମୋ--୯୭୭୬୭୪୫୪୭୯

Post a Comment

0Comments
Post a Comment (0)