କବିତା - ତୋ ଓଠର ଧାରେ ମିଠା ହସ - ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ

0

ତୋ ଓଠର ଧାରେ ମିଠା ହସ
ମୋ ହାତରେ ଚାନ୍ଦ ଦେଇ ପାରେ,
ତୋ ଆଖିର ଦୁଇ ଟୋପା ଲୁହ
ମୋ ରାଇଜେ ବନ୍ୟା ଆଣି ପାରେ ।।

ତୁ ଯଦି ଥାଉ ମୋର ପାଶେ
ମୋତେ ସବୁ କିଛି ମିଳି ଯାଏ,
ତୋ ବିନା ଖାଲି ଖାଲି ସବୁ
ଫୁଲ ସବୁ କଣ୍ଟା ହୋଇ ଯାଏ।।


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ପି.ଜି.ଟି., ଇଂରେଜୀ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)