
ସ୍ୱାର୍ଥରେ ବନ୍ଧା ଜଗତ,
ସ୍ବାର୍ଥ ହାନି ହେଲେ ଆଉ ସବୁ ଫିକା
ମୁହଁ ଫେରାଇବା ସତ ।।
ଜ୍ଞାତି ସହୋଦର ବନ୍ଧୁ ପରିଜନ
ଫେରାଇ ନିଅନ୍ତି ହାତ,
ସେତେବେଳେ ବାହୁ ପ୍ରସାରି କୋଳେଇ
ନିଅ ଅନାଥର ନାଥ ।।
# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି. ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର
# ଜୟ ଜଗନ୍ନାଥ #