ଏଇ ଏବେ ଏବେ ଦେଖାହେଲା ତୁମ ସହ...
ଦିନସାରା ତ ଅପେକ୍ଷା କରିଥିଲି...
ହେଲେତୁମେ ଆସିଲନି....
କିଛି ଭଲ ପାଇବା ଆଉ ଢେର୍ ସାରା ଅଭିମାନ
ସତରେ ମଣିଷ ଯାହା କୁ
ଜୀବନଠୁ ଅଧିକ ଭଲ ପାଏ
ତା ଉପରେ ଅଭିମାନ କରେ.....
ହେଲେ ମୁଁ ଆଜି ପୁରା ଏକା
ମୋ ଉପରେ ଅଭିମାନ କରିବା ପାଇଁ କେହି ନାହିଁ...
ଆଉ ମୁଁ କାହା ଉପରେ ଅଭିମାନ କରିବା ପାଇଁ
ମୋ ପାଖରେ କେହି ନାହାଁନ୍ତି.....
ମୁଁ ବହୁତ୍ ଏକା ହେଇଯାଇଚି
ତ ବାଟରେ ଯଦି କଣ୍ଟା ମୁଁ ଥିଲି,
କାଇଁ ଦଉ ଥିଲୁ ଫୁଲ,.......
ତୋ ପାଇଁ ଯଦି ଯୋଗ୍ୟ ମୁଁ ନଥିଲି
କାଇଁ ପାଉ ଥିଲୁ ଭଲ,.......
ମିଛରେ ମିଛରେ ସାଥୀ ହେଇ ଥିଲୁ
ହାତ ଛାଡ଼ି ଗଲୁ ଚାଲି ,.........
ହାଏ ପ୍ରିୟା ,ତୁ ଫେରିଆ
ହୃଦୟ ପଡିଛି ଖାଲି ......

ଆନନ୍ଦପୁର, କେନ୍ଦୁଝର