କବିତା - ମିଳନ ଆର ଜନମରେ - ପ୍ରଦୀପ କୁମାର ପ୍ରଧାନ

0

ତୁ ଯେବେ ଯିବୁ ଫୁଲ ସବାରୀରେ
ମୁଁ ଯିବି କୋକେଇରେ,
ତୁ ଜଳୁଥିବୁ ବିବାହ ବେଦିରେ
ମୁଁ ଶ୍ମଶାନ ଘାଟରେ ।।

ଏଇ ଜନମରେ ନୋହିଲା ନାହିଁ
କି ଲାଭ ଶୋଚନାରେ!
କଥା ମୁଁ ଦେଉଛି ମିଳନ ଆମର
ହେବ ଆର ଜନମରେ ।।

# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)