
ବନ୍ଦୁଚୁ ଚରନେ ମାଁଗୋ ସମଲେଇ
ଝି ପୁଉ ଆମେ ତୋଅର୍
ଏ ଶୁଭ୍ ଲଗନେ ଭେଟି ଦଉଚୁ ମାଁ
ଯାଉ ନୂଆଁ ଚଉଲର୍ ଗୋ
ମାଁଗୋ ହେବୁ ସାହା
ସବୁବେଲେ କରୁଥିବୁ ଆହା ଗୋ
ମାଁ ଗୋ ହେବୁ ସାହା ।।୧।
ସବ୍ କର୍ ମନ୍ ଗହ୍ ଗହ ଆଜି
ଖାଏମୁ ବଲି ନୂଆଁଖାଇ
ଭାଏ ବହେନ୍ ବନ୍ଧୁ ଗୁରୁ ଗୁରୁଜନ୍
ଖାଏମା ନୂଆଁ ଗୁଟେ ହେଇ ହୋ
ଯିଏ ଯେନ୍ ଠାନେ ଥିବ
ଆସି ପରବ୍ ଥି ସାମିଲ୍ ହେବହୋ
ଯିଏ ଯେନ୍ ଠାନେ ଥିବ ।।୨।
ନୂଆଁ ଖାଇକିରି ଆଶୀର୍ବାଦ୍ ନେମା
ଗୂରୁଜନ୍ ମାନ୍ କର୍
ସରବ୍ ମଙ୍ଗଲ୍ ହେବା କଇଲାନ୍ ପାଏଲେ
ଆମେ ସଭେ ନାଚ୍ ମା ଗାଏମା ହୋ
ମାଁର୍ ନେ ଶରନ୍ ନେମା
ରାଗ୍ ରୂଷା ସବ୍ ଭୁଲି ଯିମା ହୋ
ମାଁ ର୍ ନେ ଶରନ୍ ନେମା ।।୩
ମାଁର୍ ପର୍ ସାଦ୍ ଅମୃତ୍ ପାଏମା
ହାତ୍ ଛଡ଼ା ନେଇ କର
ଜୀଇଁ ଯାଇ ଥିଲେ ଆଏଲା ବଛର୍ କେ
ଗୁଟେ ଆମେ ହେମା ଫେର୍ ହୋ
ମାଁ ଗୋ ସମଲେଇ
କାନି ଆଢି ରଖିଥିବୁ ତୁଇ ଗୋ
ମାଁ ଗୋ ସମଲେଇ ।।୪। 
