କବିତା - କେତେ କାଳ ଆଉ ରହିବା ମଉନ - ପ୍ରଦୀପ କୁମାର ପ୍ରଧାନ

0
ତୁମେ ଦାରୁ ବ୍ରହ୍ମ ତୁମେ ପରବ୍ରହ୍ମ
ତୁମେ ଜଗତର ନାଥ,
ତୁମରି ଆଜ୍ଞାରେ ଗ୍ରହ ତାରା ମାନେ
ହୋଇ ଥା'ନ୍ତି ଆତ ଜାତ ।।

ତୁମ ଅମୃତର ସନ୍ତାନଗଣ
ନରକ ପୁରର ବାସି,
କେତେ କାଳ ଆଉ ରହିବ ମଉନ
ଆହେ ପ୍ରଭୁ କ୍ଷେତ୍ରବାସୀ ।।

# ଜୟ ଜଗନ୍ନାଥ #

# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି. ଏ. ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)