ଅମାନିଆ ରାସ୍ତାର
ପଥପ୍ରାନ୍ତ ପଥିକ ମୁଁ
ଖୋଜୁଥାଏ ଜୀବନର
ପ୍ରତିଟି କ୍ଷଣକୁ
ଦୀପ୍ତିଭରା ସ୍ୱପ୍ନର
ଅଲୋଡ଼ା ସାରଥି ମୁଁ
ଇଚ୍ଛାହୁଏ ଜୀବନ
ଝରଣାରେ ଝରିବାକୁ
ସତେ ଯେମିତି ସେ ଡାକୁଛି ମୋତେ
ସୁବର୍ଣ୍ଣ ପଥର ପଥିକ ହେବା ପାଇଁ...


ରଚନା : ସୋମନାଥ ମହାପାତ୍ର

ଠିକଣା : ବିଜେପୁର ଦୂରଭାଷ :