
ସବୁସ୍ଵପ୍ନ ସଜାଡି ରଖିଛି
ମନତଳ କଁଅଳ ଶେଯରେ..
ନିଜେ ନିଜ ଠିକଣା ହଜେଇ
ହଜିଯିବି ମୁଁ ଭିଡ଼ ମଝିରେ...
ସାଉଁଟିବି ତୁମ ମିଠା ସ୍ମୃତି
ହୃଦୟର ଫରୁଆ ଭିତରେ...
ଖୋଜୁଥିବି ତୁମ ହସ ବସି
ପାଉଥିବି ନିତି ମୋ ଲୁହରେ...
ଦେବବ୍ରତ ବାରିକ
ଆନନ୍ଦପୁର କୋର୍ଟ, ଆନନ୍ଦପୁର, କେନ୍ଦୁଝର
ପିନ୍ - 758021 ଦୂରଭାଷ - 9348779394