ଜୁଆନ୍ ବଏସର ସବୁ କାରନାମା
ଆରୁ ସବୁ ଯେତେ ସବୁ ଦୁଷ୍
ସଂବିଧାନ ଏହେଦେ ନିଏ କରିଛେ
ମାଏଝି ଜାତିଟା ଖୁସ୍ .
ଲାଲ ଜର୍ ଜର୍ ସେଦୁଁର୍ ପିନଧି
କରବେ ପୁରନା ପୀରତି,
ସବୁ ଦେଖି ଦେଖି ଘଏତା ମରବା
ଦେଖତ ଘାଏ ଇ ନିଇତି.
ମାଏଝି ନୁହେଁସେ ମୁନୁଷର୍ ଧନ୍
ଯିଏ ଚାଁହେବା ତାର୍
ଘଏତା ମାଏପ କାଁଏଟା ରହେଲା
କେନତା ଚଲବା ସଁସାର୍ .
ଯାହାକେ ମନ୍ ତାହାକେ ତନ୍
ଦେବେ ଏଭର୍ ସୁଁଦରୀ,
ମାଏ କି ଭାଇ ବିହା ହେବ କାଣା
ମୁଡ୍ ତ ଯାଉଛେ କିଂଦରି.
ନିଜର୍ ମାଏଝି କହି ନି ପାର
ହେଇ କିରି ଭିଲ୍ ବିହା,
ଯାର୍ ଠାନୁ ହେଲେ ହେଇଥିବା ପଛେ
ତୁମକୁ ବଲବା ବୁଆ.
ମାଏଝି ବୁଲବା ଇଥି ତାହିଁ ଭାଇ
କିଛି ନି ପାର କହି,
ଇ କୁଟ୍ କଚରିର୍ ରୀତି,ରିକମା
ଘଏତା ବନବେ ମାଇ.
ବିହାଘର୍ ନୁହେଁ ଖେଳ୍ ଘର୍ ଇଟା
ନୁହେଁ ସଁସାରର୍ ରୀତି,
ଧିକ୍ ଯାଉ ଭାଇ ଆମର୍ ଜୀବନ୍
ଧିକ୍ ଇ ପୁରୁଷ୍ ଜାତି.
ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡିଆ


ରଚନା : ଶ୍ରୀମାନ ଆର୍ତ୍ତତ୍ରାଣ ଖୁର୍ଡିଆ

ଠିକଣା : ଗ୍ରା‐ବଙ୍କିଆ,ପୋ‐ମୁର୍ଷୁଣ୍ତି,ଭାୟା‐ବୀ.ମା.ପୁର,ଜି‐ସୋନପୁର ଦୂରଭାଷ : ୯୪୩୯୧୪୦୮୧୪