ଆଜି ସକାଳୁ ବଡି ଭୋରୁ
ବେଡ ଛାଡି
Mobile ର number
ଗୁଡାକୁ ମାଡି ମାଡି
କହିଲି dady dady
କାହିଁକି ମୁଁ କରୁଛି deld
Dady dady
ପଇସା ପଠାଅ
ଚିରି ଗଲାଣି ମୋର
ପୁରୁଣା ଚଡି
Dady dady
ଭାଗିଂ ଯାଇଛି କି ଆମ
Club ଭାଡି
Dady dady
ଛୋଟୁ ଚଲାଉଛିନା
ଆମ pulsher ଗାଡି
Dady dady
ଆଜି ପଢା ହବ
ସେହି ପୁରୁଣା ଋଢୀ
Dady dady
ଫୋନ ଛାଡ
ସେ ପାଖେ
Momy କଲେଣି ରଢି


ରଚନା : Sanjib kumar das

ଠିକଣା : Jajpur mangalpur srirampur ଦୂରଭାଷ : 7787979877