ଆଜି ବି ଭାବି ହେଉନି।
ସେ କାଗଜ ଡ଼ଙ୍ଗା ର ନାଆ
ସେ ବୋହୁଚୋରି ,ସେ ଲୁଚକାଳି ଖେଳ
କେଉଁଠି ହଜିଗଲା ସମୟର ତାଡନା
ଏବେ ସେଇ ମୁଁ ଅଛି
ଆଉ ମୋର ଧରା ବନ୍ଧା ଜୀବନ।
ସତରେ ସମୟ ଆମକୁ
ଯେଉଁଠି ଟାଣିଆଣି ପକେଇଦିଏ
ଆମେ ରାସ୍ତା ହିଁ ବାଛୁ
ତା ଛଡ଼ା ଆମ ହାତ ରେ
କଣ କିଛି ଚାରା ଥାଏ କି .........????
ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ,ଭୁବନେଶ୍ୱର -୨୧
ରଚନା : Reeta aparajeeta Mohanty
ଠିକଣା : Bhubaneswar -21 ଦୂରଭାଷ : 9338584857
Sent via Google Forms Email
0 Comments
You can write now your valuable comments here. Off-topic comments may be removed or deleted without prior notice.