ଗୋଧୂଳି ସଂଧ୍ୟାରେ ମନେପଡେ ମୋର
ଗାଁରେ ଅତୀତ କଥା
ସହରରେ ରହି ବିଚଳିତ ମନ
ଲୁଚେଇ ରଖିଚି ବ୍ୟଥା..
ଗାଁ ଗୁଲିଖଟି ପଖାଳ ମଜା
ସହରେ ମିଳିବ କାହିଁ,
ଆଖିର ଲୁହକୁ ଆଖିରେ ରଖିଚି
ପୋଛି ବାକୁ କେହି ନାହିଁ !
✍କବି ସତ୍ୟରଞ୍ଜନ ଦାସ🌹
ଲାଠିକଟା, ସୁନ୍ଦରଗଡ


ରଚନା : ସତ୍ୟରଞ୍ଜନ ଦାସ

ଠିକଣା : ଓରିଣ୍ଡ କଲୋନୀ ଘର ନମ୍ବର-168, ଲାଠିକଟା, ସୁନ୍ଦରଗଡ, ପିନ ନମ୍ବର-770037, ଓଡିଶା ଦୂରଭାଷ : 9090740501