ମୁକ୍ତାକାଶେ ଉନ୍ମୁକ୍ତ ଆଭା,
ପ୍ରତ୍ୟୁଷେ ଉଭା....!
ସାଧ୍ବୀ ତବ
କଲ୍ଲୋଳିତ ମୁକ୍ତକେଶ ଶୋଭା!!
ନିଦ୍ରିତା କି ଅଭିଭୂତା,
ଆଗୋ ଶୂନ୍ଯସକ୍ତା?
ରଚନା : ମୀନାକ୍ଷି ପାଢୀ
ଠିକଣା : ଚିକିଟି, ଗଞ୍ଜାମ ଦୂରଭାଷ : 9776545001
Sent via Google Forms Email
ଆପଣ ବଣମଲ୍ଲୀର ମହକ (ପ୍ରଥମ ସଂସ୍କରଣ) ପୁରୁଣା ୱେବ ପୋର୍ଟାଲକୁ ପ୍ରବେଶ କରିଛନ୍ତି । ନୂତନ ୱେବ ପୋର୍ଟାଲକୁ ପ୍ରବେଶ କରିବାକୁ ଏଠାରେ କ୍ଲିକ କରନ୍ତୁ>>
0 Comments
You can write now your valuable comments here. Off-topic comments may be removed or deleted without prior notice.