ବ୍ରହ୍ମା ବିଲିବିଳେଇଲେ ବେଦ,
ହେଲେ କବି ଲେଖିଦେଲେ କବିତା ହୁଏ ନି।
କବିତା ପାଇଁ ତାକୁ ଜଳିବାକୁ ହୁଏ, ସମର୍ପି ବାକୁ ହୁଏ
ରାତି ରାତି ଉଜାଗର ରହିବାକୁ ହୁଏ,
ସିଗାରେଟ ର ନିଆଁ ଲାଗି ପ୍ୟାଂଟ ପୋଡି ବି ହେଇ ପରେ।
ରୋଷେଇ କରୁ ତିଆଣ ପୋଡି ବି ଯାଇ ପାରେ ,
ଫେର ତାର କବିତା କିଏ ପଡ଼ିବ କି ନ ପଢିବ ସନ୍ଦିହାନ ।


ରଚନା : ଶଙ୍ଖସିନ୍ଧୁ ପୁରୋହିତ

ଠିକଣା : ବଡାଲି, ଉଲୁଣ୍ଡା, ସୁବର୍ଣପୁର ଦୂରଭାଷ :