
ହଟୁଛି ନିଜଉପରୁ ବିଶ୍ବସ
ସର୍ବଂସହା ମା ଧରିତ୍ରୀ କାହିଁକି
ଧରିଛି ଏମିତି ସଂହାର ରୂପ
ଭୀତସ୍ତୋତ୍ର ଆଜି ସନ୍ତାନ ଗଣ
କିଏ ଦେବ ଟିକେ ରାହା
ଆକୁଳେ ଧାଆଁନ୍ତି ହୋଇ ବିକଳ
ହରାଇ ନିଜର ସାହା
ଡାକବାଜି ଯନ୍ତ୍ର ଡାକ ଛାଡୁଛି
ଶୁଣି ଥରିଯାଏ ଛାତି
ଦୂରଦର୍ଶନର ସଦ୍ୟ ଚିତ୍ରଦେଖି
ମନେ ଉଠୁଛି ଭୀତି
ଆଉ କିଛି କ୍ଷଣେ ଓଡିଶା ଛୁଇଁବ
ଚାରିଆଡେ କୋକୁଆ ଭୟ
ପ୍ରଶାସନ ଯେତେ ସଜାଗ ହେଲେବି
କାଳ ସାଥେ କେ ଲଢିବ
ଶ୍ରୀକ୍ଷେତ୍ର ଆଜି ଶ୍ରୀହୀନ ଦିଶୁଛି
ରାସ୍ତା ଘାଟ ଶୁନସାନ
ଅଶାନ୍ତ ସାଗର ବୁକୁଚିବାକୁ
ଫୋନି ହୋଇଛି ତୟାର
ଉତ୍କଳକୁ ଏକା ଜଗାତ ଭରସା
ଟେକିଦେଇଛି ଦୁଇ ବାହୁ
ରଖିଲେ ରଖିବ ତାରିଲେ ତାରିବ
ସାହା ଏକା ମହାବାହୂ
🔸🔸🔸🔸
ଜମ୍ବେଶ୍ବରପୁର,ବାଲେଶ୍ବର
ସର୍ବଂସହା ମା ଧରିତ୍ରୀ କାହିଁକି
ଧରିଛି ଏମିତି ସଂହାର ରୂପ
ଭୀତସ୍ତୋତ୍ର ଆଜି ସନ୍ତାନ ଗଣ
କିଏ ଦେବ ଟିକେ ରାହା
ଆକୁଳେ ଧାଆଁନ୍ତି ହୋଇ ବିକଳ
ହରାଇ ନିଜର ସାହା
ଡାକବାଜି ଯନ୍ତ୍ର ଡାକ ଛାଡୁଛି
ଶୁଣି ଥରିଯାଏ ଛାତି
ଦୂରଦର୍ଶନର ସଦ୍ୟ ଚିତ୍ରଦେଖି
ମନେ ଉଠୁଛି ଭୀତି
ଆଉ କିଛି କ୍ଷଣେ ଓଡିଶା ଛୁଇଁବ
ଚାରିଆଡେ କୋକୁଆ ଭୟ
ପ୍ରଶାସନ ଯେତେ ସଜାଗ ହେଲେବି
କାଳ ସାଥେ କେ ଲଢିବ
ଶ୍ରୀକ୍ଷେତ୍ର ଆଜି ଶ୍ରୀହୀନ ଦିଶୁଛି
ରାସ୍ତା ଘାଟ ଶୁନସାନ
ଅଶାନ୍ତ ସାଗର ବୁକୁଚିବାକୁ
ଫୋନି ହୋଇଛି ତୟାର
ଉତ୍କଳକୁ ଏକା ଜଗାତ ଭରସା
ଟେକିଦେଇଛି ଦୁଇ ବାହୁ
ରଖିଲେ ରଖିବ ତାରିଲେ ତାରିବ
ସାହା ଏକା ମହାବାହୂ
🔸🔸🔸🔸
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.
