
ହେ ସମୟ
ତମେ ମତେ ଫେରେଇଦିଅ
ମୋ ପିଲାଦିନ ଧୂଳିଖେଳ
ଫେରେଇଦିଅ ତମେ ସେଦିନର
ସାଙ୍ଗସାଥି , ଜାମୁକୋଳି
ଗହିର କଙ୍କଡା ଆଉ ମୁଢ଼ିମୁଆଁ ,
ଫେରେଇଦିଅ ଥରୁଟିଏ ପାଇଁ
ମୋ ନବମ ଶ୍ରେଣୀର ସାଥି
କଇଁର ପହିଲି ଛୁଁଆ |
ସମିର କୁମାର ବେଉରା
କୁସୁପଙ୍ଗି, ବାଙ୍କୀ, କଟକ

[Use latest version of web browsers for better optimization & browsing experience of this website.]