ବ୍ୟସ୍ତ ବହୁଳ ଜିବନ ଭିତରେ
ହସତ ଯାଇଛି ହଜି
ହସ ହସ ମୁହଁଟେ ଦେଖିଲେ
ଯାଏ ମୁଁ ହସ ଖୋଜି।
ବଡଗହନ ସେ ହସର ଦୁନିଆ
ଲାଗେ ସତେ ସପନପୁର
ହସିଦେଲେ ଥରେ ଦୁରହୁଏ ଦୁଃଖ
ହସ ହସ ମୁହଁଟେ ଦେଖିଲେ
ଯାଏ ମୁଁ ହସ ଖୋଜି।
ବଡଗହନ ସେ ହସର ଦୁନିଆ
ଲାଗେ ସତେ ସପନପୁର
ହସିଦେଲେ ଥରେ ଦୁରହୁଏ ଦୁଃଖ
ତାକୁ ଦେଖିମାଡେ ଡର
ଅବସାଦ ଜୀବନ ଦିଏ ଭାରିକଷ୍ଟ
ଖୋଜୁଥାଏ ନିଇତି ହସ
କର୍ମ ଜଞ୍ଜାଳ ପରିବାର ଯାତନା
ବିତିଯାଏ ବରଷ ମାସ।
ହସିବାକୁ ଭାରି ଇଛା
ପାଉନି ଆଉ ଭରସା
ଯେତେ ଚେଷ୍ଟାକଲେ ହସତ ଆସୁନି
ହେଲାଣି ମୁଁ ଲୋକହସା।
ପିଲାଦିନ ମୋ କିଏ ନେଇଗଲା
ସାଥେ ହସ ନେଲା ଚୋରାଇ
ଯେତେ ଖୋଜିଲେବି ସେ ହସ ମିଳୁନି
ହସୁଛି ଖାଲି ଦାନ୍ତ ଦେଖାଇ।
ସୁଧାକର ସେଠୀ
ଅବସାଦ ଜୀବନ ଦିଏ ଭାରିକଷ୍ଟ
ଖୋଜୁଥାଏ ନିଇତି ହସ
କର୍ମ ଜଞ୍ଜାଳ ପରିବାର ଯାତନା
ବିତିଯାଏ ବରଷ ମାସ।
ହସିବାକୁ ଭାରି ଇଛା
ପାଉନି ଆଉ ଭରସା
ଯେତେ ଚେଷ୍ଟାକଲେ ହସତ ଆସୁନି
ହେଲାଣି ମୁଁ ଲୋକହସା।
ପିଲାଦିନ ମୋ କିଏ ନେଇଗଲା
ସାଥେ ହସ ନେଲା ଚୋରାଇ
ଯେତେ ଖୋଜିଲେବି ସେ ହସ ମିଳୁନି
ହସୁଛି ଖାଲି ଦାନ୍ତ ଦେଖାଇ।
ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.
