ସାଧାସିଧା ପୋଷାକ
ରଂଗକରା ଧୋତି ସହ କୁର୍ତ୍ତା
ହସ ହସ ମୁହଁ ସାଥେ
ମାପଯୁପ କଥା।
ଆମ ଆଦର୍ଶ ଆମ ସ୍ବପ୍ନ
ପିଲା ଦିନ କଟିଛି
ଧରି ତାଙ୍କ ହାତ
ଦରୋଟି ପାଟିର କଥାକୁ
ସ୍ପଷ୍ଟ ପରିରୂପ
ବନିଯାଆନ୍ତି ସ୍ବପ୍ନ ସୌଦାଗର
ବାଣ୍ଟି ଚାଲନ୍ତି ସ୍ବପ୍ନ ଅନେକ
କୁନି କୁନି ଆଖି ଭରିଯାଏ
ଅଶାନ୍ତ ଶ୍ରେଣୀ ଗୃହ
ହୁଏ ଶାନ୍ତ
ଭେଦଭା ବିହିନ ଶିକ୍ଷାରେ
ରଖନ୍ତି ବିଶ୍ବାସ
ନ ହେବା ପିଲାଙ୍କ
ହୁଏ ପାଠ ।
ପାଠ ସହ କ୍ରୀଡାକୁ
ମଧ୍ୟ ଦିଅନ୍ତି ଗୁରୁତ୍ବ
ଧନୀ ,ଦରିଦ୍ର ଅବା
ଜାତି ଅଜାତି
ନଥାଏ ବାଛ ବିଚାର
ସଭିଙ୍କୁ ମାନନ୍ତି
ଅମୃତ ସନ୍ତାନ ପ୍ରକୃତି ମା'ର
ସଭିଙ୍କ ପ୍ରୀୟ
ସଭିଙ୍କ ଆପଣାର
ସେ ଗୌର ସାର
ଚିର ନମସ୍ୟ ଚିର ପୂଜ୍ୟ
ଅମୃତ ସନ୍ତାନ
ଧରଣୀ ମା'ର
କୁଳିନ ବ୍ରାହ୍ମଣ ସିଏ
ମଣିଷ ପରି ମଣିଷ
ସ୍ନେହ ଭଲପାଇବା ଡୋରୀ ରେ
ସଭିଙ୍କୁ କରନ୍ତି ଆପଣାର
ପରିଚିତ ଚେହେରା ସହ
ମନଜିଣା ବ୍ୟକ୍ତିତ୍ବ
ଦାୟିତ୍ବବୋଧ କର୍ତବ୍ୟର
ସଫଳ ଚରିତ୍ର
କେବେ ଥକି ନାହାନ୍ତି
ହାରି ନାହାନ୍ତି
ମଫସଲେ ବୁଣି ଦେଲେ
ବିଦ୍ୟାର ମହକ
ଗଢିଲେ ସ୍ବପ୍ନର ସୌଧ
ବିଦ୍ୟାମନ୍ଦିର
ହେଲା ସେ ଆମ
ଅଞ୍ଚଳର ଦିବ୍ୟ ପ୍ରକାଶ
ଉଚ୍ଚ ନେତୃତ୍ବ
ଗ୍ରାମ ବାସୀଙ୍କ ସହ
ମେଳେଇ ହାତ
ପ୍ରମୁଖ ଯୋଜନା ନେଇ
ଆରମ୍ଭିଲେ ଗ୍ରାମର ବିକାଶ।
ରାସ୍ତା ଘାଟ ଅବା
ବିଦ୍ୟୁତ ଯୋଗାଣ
ସ୍ବାସ୍ଥ୍ୟ ସେବା ସହ
ପରିବେଶ ସୁରକ୍ଷା
ଥିଲା ତାଙ୍କ ଚିନ୍ତାର
ମୁଖ୍ୟ କାରଣ।
ଉଦ୍ୟୋଗୀ ଥିଲେ
ଥିଲେ ସଫଳ
ବିଦ୍ୟା ଶିକ୍ଷାକୁ ଗୁରୁତ୍ବ ଥିଲା
ତାଙ୍କ ମୁଖ୍ୟ ଅଭିଯାନ ।
ଗାଁକୁ ଗାଁ ସାହିକୁ ସାହି
ବୁଲି ଦେଉଥିଲେ ବାର୍ତ୍ତା
ଶିକ୍ଷା ସବୁରି
ଲାଭାନ୍ନିତହୁଅ ହେଉ ବିକାଶ
ଶିକ୍ଷାକୁ ସର୍ବେ ଆବୁରି
ସଫଳ କୃଷକ ରୂପେ ଆମ
ଅଞ୍ଚଳେ ଥିଲେ ଆଦର୍ଶ
ନୂତନ ନୂତନ ପଦ୍ଧତିରେ
କରୁଥିଲେ ଚାଷ ।
ବହୁମୁଖୀ ପ୍ରତିଭାଧାରୀ
ସଭିଙ୍କ ଆପଣାର
ବିନତି କରେ ଏତିକି
ସଦା ଆଶିଷ
ରଖିଥାନ୍ତୁ ଏ ଅଧମ ଉପର।
ଗୁରୁ ଦେବ ନମଃ।
ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
ଦୂରଭାଷ ନଂ :-
୯୩୩୭୬୮୧୫୨୪
ବାଲେଶ୍ବର
ରଂଗକରା ଧୋତି ସହ କୁର୍ତ୍ତା
ହସ ହସ ମୁହଁ ସାଥେ
ମାପଯୁପ କଥା।
ଆମ ଆଦର୍ଶ ଆମ ସ୍ବପ୍ନ
ପିଲା ଦିନ କଟିଛି
ଧରି ତାଙ୍କ ହାତ
ଦରୋଟି ପାଟିର କଥାକୁ
ସ୍ପଷ୍ଟ ପରିରୂପ
ବନିଯାଆନ୍ତି ସ୍ବପ୍ନ ସୌଦାଗର
ବାଣ୍ଟି ଚାଲନ୍ତି ସ୍ବପ୍ନ ଅନେକ
କୁନି କୁନି ଆଖି ଭରିଯାଏ
ଅଶାନ୍ତ ଶ୍ରେଣୀ ଗୃହ
ହୁଏ ଶାନ୍ତ
ଭେଦଭା ବିହିନ ଶିକ୍ଷାରେ
ରଖନ୍ତି ବିଶ୍ବାସ
ନ ହେବା ପିଲାଙ୍କ
ହୁଏ ପାଠ ।
ପାଠ ସହ କ୍ରୀଡାକୁ
ମଧ୍ୟ ଦିଅନ୍ତି ଗୁରୁତ୍ବ
ଧନୀ ,ଦରିଦ୍ର ଅବା
ଜାତି ଅଜାତି
ନଥାଏ ବାଛ ବିଚାର
ସଭିଙ୍କୁ ମାନନ୍ତି
ଅମୃତ ସନ୍ତାନ ପ୍ରକୃତି ମା'ର
ସଭିଙ୍କ ପ୍ରୀୟ
ସଭିଙ୍କ ଆପଣାର
ସେ ଗୌର ସାର
ଚିର ନମସ୍ୟ ଚିର ପୂଜ୍ୟ
ଅମୃତ ସନ୍ତାନ
ଧରଣୀ ମା'ର
କୁଳିନ ବ୍ରାହ୍ମଣ ସିଏ
ମଣିଷ ପରି ମଣିଷ
ସ୍ନେହ ଭଲପାଇବା ଡୋରୀ ରେ
ସଭିଙ୍କୁ କରନ୍ତି ଆପଣାର
ପରିଚିତ ଚେହେରା ସହ
ମନଜିଣା ବ୍ୟକ୍ତିତ୍ବ
ଦାୟିତ୍ବବୋଧ କର୍ତବ୍ୟର
ସଫଳ ଚରିତ୍ର
କେବେ ଥକି ନାହାନ୍ତି
ହାରି ନାହାନ୍ତି
ମଫସଲେ ବୁଣି ଦେଲେ
ବିଦ୍ୟାର ମହକ
ଗଢିଲେ ସ୍ବପ୍ନର ସୌଧ
ବିଦ୍ୟାମନ୍ଦିର
ହେଲା ସେ ଆମ
ଅଞ୍ଚଳର ଦିବ୍ୟ ପ୍ରକାଶ
ଉଚ୍ଚ ନେତୃତ୍ବ
ଗ୍ରାମ ବାସୀଙ୍କ ସହ
ମେଳେଇ ହାତ
ପ୍ରମୁଖ ଯୋଜନା ନେଇ
ଆରମ୍ଭିଲେ ଗ୍ରାମର ବିକାଶ।
ରାସ୍ତା ଘାଟ ଅବା
ବିଦ୍ୟୁତ ଯୋଗାଣ
ସ୍ବାସ୍ଥ୍ୟ ସେବା ସହ
ପରିବେଶ ସୁରକ୍ଷା
ଥିଲା ତାଙ୍କ ଚିନ୍ତାର
ମୁଖ୍ୟ କାରଣ।
ଉଦ୍ୟୋଗୀ ଥିଲେ
ଥିଲେ ସଫଳ
ବିଦ୍ୟା ଶିକ୍ଷାକୁ ଗୁରୁତ୍ବ ଥିଲା
ତାଙ୍କ ମୁଖ୍ୟ ଅଭିଯାନ ।
ଗାଁକୁ ଗାଁ ସାହିକୁ ସାହି
ବୁଲି ଦେଉଥିଲେ ବାର୍ତ୍ତା
ଶିକ୍ଷା ସବୁରି
ଲାଭାନ୍ନିତହୁଅ ହେଉ ବିକାଶ
ଶିକ୍ଷାକୁ ସର୍ବେ ଆବୁରି
ସଫଳ କୃଷକ ରୂପେ ଆମ
ଅଞ୍ଚଳେ ଥିଲେ ଆଦର୍ଶ
ନୂତନ ନୂତନ ପଦ୍ଧତିରେ
କରୁଥିଲେ ଚାଷ ।
ବହୁମୁଖୀ ପ୍ରତିଭାଧାରୀ
ସଭିଙ୍କ ଆପଣାର
ବିନତି କରେ ଏତିକି
ସଦା ଆଶିଷ
ରଖିଥାନ୍ତୁ ଏ ଅଧମ ଉପର।
ଗୁରୁ ଦେବ ନମଃ।
ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
ଦୂରଭାଷ ନଂ :-
୯୩୩୭୬୮୧୫୨୪
ବାଲେଶ୍ବର
Sent from my Samsung Galaxy smartphone.

