
ଧର୍ମ ହେଲେ ନାଶ ମିଳେନି ପିୟୁଷ
ବଢଇ ଦେଶେ ଶୋଷଣ
ସମ୍ପର୍କ ନିର୍ବିଶେଷରେ କେବଳ
ଘଟେ ଦୈହିକ ମିଶାଣ...
ପଦ ପଦବୀଟା ମୂଳଭାବି ଯଦି
ତେଜିଲ ଲଜ୍ଜ୍ୟା ଭୂଷଣ
ଚର୍ଚ୍ଚାକୁ ଆଦରି ପଛରେ କିମ୍ପାଇଁ
ମାରୁଛ ଫମ୍ପା ଭାଷଣ....
ହଟିବ କେମିତି ନିଶାଣ
ଅଦାଲତ ଏବେ ତୁମ ସପକ୍ଷରେ
ବରିନିଅ ମି ଠୁ କଷଣ....
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ
