କାହାପାଇଁ ଲେଖିବି କବିତା
ଯା ପାଇଁ ଲେଖୁଥିଲି କବିତା
ସିଏତ ଛାଡି ଯେ ଚାଲିଗଲା !!

କାହାପାଇଁ ଲେଖିବି କବିତା
ଯିଏ ରାତି ଦିନ ପଢୁଥିଲା
ସିଏ ଅଧାବାଟେ ଛାଡିଦେଲା !!

କାହାପାଇଁ ଲେଖିବି କବିତା
ଯିଏ ସକାଳରୁ ସଞ୍ଜ ଯାଏ
କରୁଥିଲା ସେ ମୋତେ ପ୍ରଶଂସା

କାହାପାଇଁ ଲେଖିବି କବିତା
ଆଜି ମୋତେ ଛାଡି ଚାଲିଗଲା
ଆଉ ଲେଖିବି ନାହିଁ କବିତା

ପ୍ରଦୀପ ମହାକୁଡ଼
ବ୍ରାହ୍ମଣୀଗାଁ, ବୈକୁଣ୍ଠପୁର, ବାସୁଦେବପୁର,
ଭଦ୍ରକ, ମୋ-୯୧୮୨୮୩୫୩୩୦