ରତି ବିନା ନାରୀ
ଦିଶଇ ନିରସ
ଚାରିଯୁଗେ ଏହା ସତ୍ୟ,
ନାରୀ ଓ ପୁରୁଷେ
ରତି ପ୍ରୀତି ଯାତ
କହେ ସୁଜ୍ଞାନୀ ପଣ୍ଡିତ ।
ଆଡଭୋକେଟ ହୃଷୀକେଶ ପାଢୀ,
ସଂପାଦକ -ନୀଳଚକ୍ର ପ୍ରକାଶନ, ବୋଳକଣା, ଡେଲାଙ୍ଗ, ପୁରୀ
[Use latest version of web browsers for better optimization & browsing experience of this website.]