ଗଣେଶଙ୍କୁ ଅନୁରୋଧ - ମାଣିପୁର ବବି (ଚନ୍ଦନ)

0
ପ୍ରତି ବରଷରେ ପ୍ରଭୁ ହେଇ ସଜବାଜ
ମହୀମଧେ ବୁଲିବାକୁ କାହିଁକି ଆସୁଛ
କିଆଁ ଲାଗେନାହିଁ ଲାଜ
ଦେଖି କାଗଜର ସଜ
କାଦୁଅରେ ଗଢା ବୋଲି ନାହିଁକି ଦରଜ
ତୁମ ନା ନେଇ ଚାନ୍ଧା,
ମନ ମୁତାବକ
ହୋ ହାଲା ସବୁ ଗଳି
ସବୁ ରାସ୍ତା ଜାକ
କିଛି କିଛି ଟୋକିମାନେ ମଉକାଟେ ପାଇ
ଫିଲିମି ହଲ ଯିବେ ମୁହଁକୁ ଘୋଡେଇ
ବାତରା ଟୋକାଙ୍କୁ ଆଜି ଲାଗେ ରଜ ପରି
1\2 ତେଲରେ ଆଜି ହେବେ ଘିରିଘିରି
ସବୁ ମଜାମସ୍ତୀ ଆଜି ହେବନାହିଁ ଶେଷ
ଭସାଣି ରେ ଦେଖିବ ଗୋ ଭକତଙ୍କ ରସ
ପେଟେ ପେଟେ ମାଲ୍ ପିଇ ଖାଇ ଦେଶୀମାସଂ
ଟାଣି ଟାଣି ନେବେ କରି ତୁମକୁ ହତାଶ
ତଥାବି ତୁମକୁ ପ୍ରଭୁ ଲାଗୁନାହିଁ ଲାଜ
ପ୍ରତିବରଷରେ କୁହ କାହିଁକି ଆସୁଛ


ମାଣିପୁର ବବି (ଚନ୍ଦନ)
ଘଣ୍ଟେଶ୍ଵର, ଭଦ୍ରକ, Hello: 6382692129

Post a Comment

0Comments
Post a Comment (0)