ଜୀବନଟା ଖାଲି
ଭୁଲ ର ଗନ୍ତାଘର
ଖୋଜି ବସିଲେ
ଥଳ ପାଇବନି ନିଜର
ଭୁଲ କୁ ଖୋଜି ବସିଲେ
କେତେବେଳେ ହସ
କେତେବେଳେ କାନ୍ଦ
କେତେବେଳେ ଦୁଃଖ
କେତେବେଳେ ହତାଶ
ସରିବନି କିନ୍ତୁ ତାର
ସ୍ବରୂପ ଥିବା ଜୀବନର |
ରମାକାନ୍ତ ମିଶ୍ର
ଗନ୍ତାଘର - ରମାକାନ୍ତ ମିଶ୍ର
August 04, 2018
0
[Use latest version of web browsers for better optimization & browsing experience of this website.]