ଶବ୍ଦ ହିଁ ସୃଷ୍ଟି କରେ ଶବ୍ଦ
ଭୟ କୁ ଦୂର କରିବାକୁ ହେବ
କେଉଁ ଭୟରେ ଆମେ ଭୟଭୀତ
କରିବାକୁ ହେବ ସେ ଭୟରୁ ମୁକ୍ତ
ଭୟ ସୃଷ୍ଟି କରେ ଦୁର୍ବଳତା
ଯାହା ଯାଇଛି ତାହା ଯାଇଛି
ଆଉ ଭୟ କାହିଁକି ହେଉଛି ?
ଅନ୍ତରର ଶବ୍ଦ ସୃଷ୍ଟି କର ଦେଇ ମନ
ସେ ଶବ୍ଦ ନିଜକୁ କରିବ ବଳୀୟାନ |
ରମାକାନ୍ତ ମିଶ୍ର
[Use latest version of web browsers for better optimization & browsing experience of this website.]