ବଣଫୁଲ ବଣରେ ଝରେ ଝୁରେ
ମନରେ ମରେ
ବଣଫୁଲ ଥରଥର କମ୍ଫିତ କଣ୍ଠରେ
କବିତା ପଢେ
ଏବେ, ବଣଫୁଲର ପାଖୁଡ଼ା ଛିଡି ଉଡେ
ହଁ, ବଣଫୁଲ ମନେପଡେ, ଖୁବ୍ ମନେପଡେ
ବଣଫୁଲ ବଣରେ ଫୁଟେ, ଏବେ !!!
ଅୟସକାନ୍ତ
ବନଦୂର୍ଗା ମନ୍ଦିର ନିକଟ ଶଙ୍କରା,
ସୁନ୍ଦରଗଡ଼, ଫୋନ- ୯୪୩୮୨୩୮୨୪୩
[Use latest version of web browsers for better optimization & browsing experience of this website.]