ତୁମେ ମୋ ଶ୍ରାବଣୀ
ପ୍ରୀତି ମନ୍ଦାକିନୀ
ତୁମେ ମୋ ରଜନୀଗନ୍ଧା
ତୁମପାଶେ ମୁହିଁ
ଆସିଲି ଯେବେଠୁ
ମନ ପଡ଼ିଗଲା ବନ୍ଧା ।
ସଂପାଦକ- ନୀଳଚକ୍ର ପ୍ରକାଶନ,
ବୋଳକଣା, ଡେଲାଙ୍ଗ, ପୁରୀ
[Use latest version of web browsers for better optimization & browsing experience of this website.]