ପଥର - ରମାକାନ୍ତ ମିଶ୍ର

0
ପଚାରିଲି ଶିଳ୍ପୀଙ୍କୁ ଦେବତା ଏତେ ସୁଂଦର
କିପରି ତିଆରିଲ ଏକା ତ ଏହା ସେହି ପଥର
ଶିଳ୍ପି କହିଲେ ସୁଂଦରତା ଭରି ରହି ଥିଲା ପଥର
ମୁଁ କେବଳ କାଟି କମାଇଲି ଅତିରିକ୍ତ ଓଜନର
ଆମ ଯେତେ ସବୁ ଖୁସି ଲୁକ୍କାୟୀତ ଆମ ନିଜ ଭିତର
ଅନ୍ତର ନିରୀଖ୍ୟଣ କରି ଦେଖ ନିଜେ କେତେ ସୁଂଦର !


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)