ଦାନ ଦେବା ପାଇଁ ଗ୍ୟାନ ଦରକାର
ଦାନ ଦେବା ପାଇଁ ସୁପାତ୍ର ଦରକାର
ପାତ୍ର ସ୍ଥିର କରିବା କର୍ତ୍ତବ୍ୟ ଆମର
ଦାନ ଦେଇ ପ୍ରତିଦାନ ଆଶା ନ କର
ପାର୍ବଣରେ ନ ହୁଅ ଖୁସି ଦାନଦେଇ
ଚେଷ୍ଟା କର ସବୁଦିନ ଦାନ ଦେବା ପାଇଁ |
ରମାକାନ୍ତ ମିଶ୍ର
[Use latest version of web browsers for better optimization & browsing experience of this website.]