ନୀରବତା - ରମାକାନ୍ତ ମିଶ୍ର

0
ନୀରବତା ର ତୀବ୍ରତା ଶବ୍ଦ ଠାରୁ ଅଧିକ
ନୀରବତା ର ଶବ୍ଦ ସିନ୍ଧୁ ଗର୍ଜନ ଠାରୁ ଅଧିକ
ସିନ୍ଧୁ ଗର୍ଜନ ଶୁଭେ ଦୂର ଦୂରାନ୍ତର
ନୀରବତା ଅଟଇ ଅତି ଅବାନ୍ତର
ମର୍ମଭେଦି ଶବ୍ଦ ଶୁଭେ ନୀରବତାର |

Post a Comment

0Comments
Post a Comment (0)